ଶିଖିବା ଓ ପଢିବାପାଇଁ ସର୍ବଶ୍ରେଷ୍ଠ ଓଡ଼ିଆ ଆପ୍

ସ୍ଵରବର୍ଣ୍ଣ ଠାରୁ ଆରମ୍ଭ କରି ଛବିଳ ମଧୁ ବର୍ଣ୍ଣବୋଧ ପର୍ଯ୍ୟନ୍ତ ସବୁକିଛି ଏବେ ଗୋଟିଏ ସ୍ଥାନରେ । ଆପଣଙ୍କ ପିଲାଙ୍କ ପାଇଁ ଶିକ୍ଷା ହେବ ଏବେ ଅତି ମଜାଦାର ।

Odia Bhasa App Layouts

ଆମର ସ୍ୱତନ୍ତ୍ର ବିଶେଷତ୍ୱ (App Features)

ଏହି ଆପ୍ ମାଧ୍ୟମରେ ଆପଣ ଏବଂ ଆପଣଙ୍କ ପିଲାମାନେ ସହଜରେ ମାତୃଭାଷା ଶିଖିପାରିବେ। ଆମର ମୁଖ୍ୟ ଫିଚର୍ ଗୁଡିକ ନିମ୍ନରେ ଦିଆଗଲା:

📚 ବର୍ଣ୍ଣମାଳା ଓ ମାତ୍ରା ଶିକ୍ଷା

  • ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ: ଅ ରୁ କ୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଅକ୍ଷରକୁ ସ୍ପଷ୍ଟ ଶବ୍ଦ ଏବଂ ବାକ୍ୟ ସହ ଶିଖିବାର ବ୍ୟବସ୍ଥା । (ଉଦାହରଣ- "ଅରଟ ରେ ସୂତା ବୁଣା ଯାଏ")
  • ମାତ୍ରା ଓ ଫଳା: ମାତ୍ରା (ା, ି, ୀ...) ଏବଂ ଫଳା (୍ୟ, ୍ର, ୍ୱ...) ର ସଠିକ୍ ପ୍ରୟୋଗ ଓ ବ୍ୟବହାର ଜାଣନ୍ତୁ ।
  • ଯୁକ୍ତାକ୍ଷର: କଠିନ ଯୁକ୍ତାକ୍ଷର ଗୁଡ଼ିକୁ (ଯେପରି- ଙ୍କ, ଞ୍ଚ, ଷ୍ଟ) ଅତି ସହଜ ଉଦାହରଣ ସହ ବୁଝିବା ।
  • ଅକ୍ଷର ଉଚ୍ଚାରଣ: ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ରେ ପ୍ରତିଟି ଅକ୍ଷରର ସଠିକ୍ ଉଚ୍ଚାରଣ ଶୁଣିବାର ସୁବିଧା ଅଛି ।

🔢 ସଂଖ୍ୟା ପରିଚୟ ଓ କ୍ୟାଲେଣ୍ଡର

  • ୧ ରୁ ୧୦୦ ପର୍ଯ୍ୟନ୍ତ ଓଡ଼ିଆ ଅଙ୍କ ଗଣିବା ଏବଂ ପଢ଼ିବା ଶିଖିବାର ବିଶେଷ ସୁବିଧା ।
  • ସମ୍ପୂର୍ଣ୍ଣ ଓଡ଼ିଆ କ୍ୟାଲେଣ୍ଡର ରେ ଓଡ଼ିଆ ମାସ, ଋତୁ ଏବଂ ସମସ୍ତ ପର୍ବପର୍ବାଣୀ ଓ ଛୁଟି ଦିନ ଦେଖନ୍ତୁ (ଓଡ଼ିଆ ପାଞ୍ଜି) ।

✅ ଗୁରୁତ୍ଵପୂର୍ଣ୍ଣ ସୁବିଧା

  • ଏହା ସମ୍ପୂର୍ଣ୍ଣ ମାଗଣା ଏବଂ ବ୍ୟବହାର କରିବାକୁ ଅତି ସହଜ ।
  • ଏଥିରେ କୌଣସି ବିଜ୍ଞାପନ ନାହିଁ (100% Ad-Free), ତେଣୁ ପିଲାମାନେ ନିରାପଦରେ ପଢିପାରିବେ ।
  • ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଉପଯୋଗୀ ।
  • ନୂତନ ଗଳ୍ପ ଓ କବିତା ପଢିବା ପାଇଁ ଏକ ସୁନ୍ଦର ଓଡ଼ିଆ ବହି ଲାଇବ୍ରେରୀ ।

ଡିଜିଟାଲ୍ ସ୍ଲେଟ୍ (Digital Slate)

ଆମ ଆପ୍ ର ଡିଜିଟାଲ୍ ସ୍ଲେଟ୍ ବ୍ୟବହାର କରି ପିଲାମାନେ ଅକ୍ଷର ଲେଖିବା ଶିଖିପାରିବେ।

  • Stylus ପେନ୍ ବା କେବଳ ନିଜ ଆଙ୍ଗୁଠି ବ୍ୟବହାର କରି ମୋବାଇଲ୍ ସ୍କ୍ରିନ୍ ଉପରେ ସିଧାସଳଖ ଅକ୍ଷର ଲେଖିବା ଅଭ୍ୟାସ କରନ୍ତୁ।
  • ଭିନ୍ନ ଭିନ୍ନ ରଙ୍ଗ ବାଛି ଲେଖିବାର ମଜା ନିଅନ୍ତୁ ଯାହା ପିଲାଙ୍କୁ ଅଧିକ ଆକର୍ଷିତ କରିବ ।

ବିଦ୍ୟାଳୟ ବହି (School Books: Class 1 to 10)

ଏହି ସମସ୍ତ ଓଡ଼ିଶା ବୋର୍ଡ (BSE) ବିଦ୍ୟାଳୟ ବହି ଆମ ଆପ୍ ମଧ୍ୟରେ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ଅଛି, ଯାହା ମୋବାଇଲରେ ପଢିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।

ପ୍ରଥମ ଶ୍ରେଣୀ (Class 1)

  • ହସଖେଳ(ପ୍ରଥମ ଭାଗ)
  • ହସଖେଳ(ଦ୍ଵିତୀୟ ଭାଗ)

ଦ୍ଵିତୀୟ ଶ୍ରେଣୀ (Class 2)

  • ଗଣିତ ଖେଳ
  • ହସଖୁସି

ତୃତୀୟ ଶ୍ରେଣୀ (Class 3)

  • ଗଣିତ ମଜା
  • ଆମ ଭାଷା ଆମ ସାହିତ୍ୟ
  • ଜଣା ଅଜଣା
  • MY ENGLISH BOOK

ଚତୁର୍ଥ ଶ୍ରେଣୀ (Class 4)

  • ଗଣିତ କୁହୁକ
  • ସାହିତ୍ୟ କଳିକା
  • ଆମେ ଓ ଆମ ପରିବେଶ
  • MY ENGLISH BOOK

ପଞ୍ଚମ ଶ୍ରେଣୀ (Class 5)

  • ଗଣିତ ଧାରା
  • ସାହିତ୍ୟ କୁସୁମ
  • ପରିବେଶ ବିଜ୍ଞାନ
  • MY ENGLISH BOOK

ଷଷ୍ଠ ଶ୍ରେଣୀ (Class 6)

  • ଆମ ସାହିତ୍ୟ
  • ଗଣିତ
  • ବିଜ୍ଞାନ
  • ଭାଷା କଳିକା
  • MY ENGLISH BOOK
  • ଇତିହାସ ଓ ରାଜନୀତି ବିଜ୍ଞାନ
  • ଭୂଗୋଳ
  • କମ୍ପୁଟର ଶିକ୍ଷା (ଭାଗ - ୧) - ହିନ୍ଦୀ

ସପ୍ତମ ଶ୍ରେଣୀ (Class 7)

  • ସାହିତ୍ୟ ସୌରଭ
  • ଗଣିତ
  • ENGLISH READER
  • ଇତିହାସ ଓ ରାଜନୀତି ବିଜ୍ଞାନ
  • ଭୂଗୋଳ
  • ବିଜ୍ଞାନ
  • ଭାଷା କଳିକା ଭାଗ - ୨
  • କମ୍ପ୍ୟୁଟର ଶିକ୍ଷା ଓ ପ୍ରୟୋଗ (ଦ୍ଵିତୀୟ ଭାଗ)

ଅଷ୍ଟମ ଶ୍ରେଣୀ (Class 8)

  • ଇତିହାସ ଓ ରାଜନୀତି ବିଜ୍ଞାନ
  • ଭୂଗୋଳ
  • Stories Past & Present
  • A New Approach to English
  • ବିଜ୍ଞାନ
  • ସାହିତ୍ୟିକା
  • ଆମ ଓଡ଼ିଆ ବ୍ୟାକରଣ
  • ଭାଷା ସୌରଭମ
  • ସରଳ ଗଣିତ (ବୀଜ ଗଣିତ)
  • ସରଳ ଗଣିତ (ଜ୍ୟାମିତି)

ନବମ ଶ୍ରେଣୀ (Class 9)

  • ସାହିତ୍ୟ ଧାରା
  • ମାଧ୍ୟମିକ ବ୍ୟାକରଣ
  • Learn & Practice Grammer
  • Skills of Communicative English
  • Sanskruta Ballari
  • ସଂସ୍କୃତ ବ୍ୟାକରଣ ପ୍ରଦୀପହ
  • Hindi Manjari
  • Hindi Byakaran aur Prayoga
  • ମାଧ୍ୟମିକ ବୀଜଗଣିତ
  • ମାଧ୍ୟମିକ ଜ୍ୟାମିତି
  • ଭୌତିକ ବିଜ୍ଞାନ
  • ଜୀବ ବିଜ୍ଞାନ
  • ଇତିହାସ ଓ ରାଜନୀତି ବିଜ୍ଞାନ
  • ଭୂଗୋଳ ଓ ଅର୍ଥନୀତି

ଦଶମ ଶ୍ରେଣୀ (Class 10)

  • ସାହିତ୍ୟ ସିନ୍ଧୁ
  • ମାଧ୍ୟମିକ ବ୍ୟାକରଣ
  • Skills of Communicative English
  • Learn & Practice Grammer
  • Sanskruta Sahitya Manjari
  • ସଂସ୍କୃତ ବ୍ୟାକରଣ ପ୍ରକାଶହ
  • Hindi Saurav
  • Madhyamika Hindi Byakaran
  • ମାଧ୍ୟମିକ ବୀଜଗଣିତ
  • ମାଧ୍ୟମିକ ଜ୍ୟାମିତି
  • ଭୌତିକ ବିଜ୍ଞାନ
  • ଜୀବ ବିଜ୍ଞାନ
  • ଇତିହାସ ଓ ରାଜନୀତି ବିଜ୍ଞାନ
  • ଭୂଗୋଳ ଓ ଅର୍ଥନୀତି

ବିଦ୍ୟାଳୟ ପ୍ରାର୍ଥନା ଓ ସଙ୍ଗୀତ (School Prayers)

ସମସ୍ତ ଲୋକପ୍ରିୟ ବିଦ୍ୟାଳୟ ପ୍ରାର୍ଥନା ଆପଣ ଏଠାରେ ପାଇପାରିବେ:

  • ଆହେ ଦୟାମୟ ବିଶ୍ୱ ବିହାରୀ
  • ଭବ ସାଗର ତାରଣ କାରଣ ହେ
  • ଶ୍ରୀ ଗୁରୁ ବନ୍ଦନା
  • ହେ ଆନନ୍ଦମୟ କୋଟି
  • କରୁଣା ସାଗର ପ୍ରଭୁ ହେ
  • ତୁମେଟି ଜଗତ କରତା
  • କି ସୁନ୍ଦର ଆହା କି ଆନନ୍ଦମୟ
  • ଜାତୀୟ ସଙ୍ଗୀତ ଓ ରାଷ୍ଟ୍ର ଗାନ (National Anthem)
  • ରାଜ୍ୟ ସଙ୍ଗୀତ - ବନ୍ଦେ ଉତ୍କଳ ଜନନୀ (State Anthem)

ପ୍ରଶ୍ନୋତ୍ତର (Frequently Asked Questions)

What is Odia Bhasa app?

Odia Bhasa is a fully Odia language learning app designed especially for children and beginners. The app helps users learn Odia alphabets, numbers, writing, stories, prayers, and cultural content in a simple and engaging way.

Is Odia Bhasa completely in Odia language?

Yes, the app is 100% in Odia language, making it ideal for kids, parents, and anyone who wants to learn Odia in its pure form.

Is the app free? Are there any ads?

Yes, the app is completely free and 100% ad-free. There are no advertisements, ensuring a safe and distraction-free learning experience for children.

What is the mission behind the Odia Bhasa app?

The main mission is to provide free, high-quality digital education and preserve the Odia language.

"Learning a language especially one's mother tongue should not depend on subscriptions or ads." - Sandeep Biswal G

Which app is best for Odisha Board (BSE) school books?

Odia Bhasa app is the best free app to read all Odisha Board (BSE) school books from Class 1 to 10. It includes subjects like Odia Sahitya, Math, Science, History, and Geography directly inside the app, formatted perfectly for mobile reading.

Does the app require internet?

Most learning content works offline, so children can learn anytime, anywhere.

ସୂଚୀପତ୍ର (Contents)